ଠାବ ହେଲା ଆତଙ୍କ ଚଳାଇଥିବା ମଣିଷଖିଆ ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆତଙ୍କ ଚଳାଇଥିବା ମଣିଷଖିଆ ବାଘକୁ ଟ୍ରାପ କ୍ୟାମ ଜରିଆରେ ଠାବ କରାଯାଇଛି। ଭୋର ପ୍ରାୟ ୫ଟା ବେଳେ ଉକ୍ତ ବାଘକୁ ଟ୍ରାପ କ୍ୟାମ୍ ମାଧ୍ୟମରେ ଠାବ କରାଯାଇଥିବା ନେଇ ସୁନାବେଡ଼ା ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଉକ୍ତ ବାଘଟି ଆତଙ୍କ ଚଳାଇଛି। ଗତ ୧୯ ତାରିଖ ଦିନ ଜଲମଡେଇ ଗାଁ … Continue reading ଠାବ ହେଲା ଆତଙ୍କ ଚଳାଇଥିବା ମଣିଷଖିଆ ବାଘ